11,40,000 subscribers
JAY JAGANNATH TV
@jayjagannathtvofficial
Channel Statistics
- Subscribers
- 7,85,000
- Total views
- 344289834
- Videos
- 45,873
- Community rating
- Not rated
About JAY JAGANNATH TV
ଜୟ ଜଗନ୍ନାଥ 🙏
"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ :
🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ
ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏
📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ |
📡 Watch “JAY JAGANNATH TV” on DTH:
Tata Play – Channel 1799
Dish TV – Channel 1397
Airtel Digital – Channel 615
Sun Direct – Channel 490
📞 Contact : 6372804618 if could not watch our channel
Facebook: https://www.facebook.com/jayjagannathtv
Instagram: https://www.instagram.com/jayjagannathtv/
YouTube: https://www.youtube.com/@JayJagannathTVofficial
Twitter: https://x.com/JayJagannathTV
#jayjagannthtv #jayjagannathtvlive #PuriLIVE
Explore More
About This Data
Channel statistics reflect the latest stored refresh, not a live feed or a guaranteed daily update.
Channel Snapshot
- Typical video
- 5–10 min
- Uploads
- ~4/week
- Typical recent views
- Not enough data
Content Tags
General Audience Live Stream TV Network India Spiritual Spiritual and Devotional Music Culture Informative Serious Calm InspirationalLatest Videos
-
ଚିକିତ୍ସା ବିଜ୍ଞାନ ହାର ମାନିବା ପରେ ମହାପ୍ରଭୁଙ୍କ ତୁଳସୀ ପାଇ ସୁସ୍ଥ ହେଲା ମୋ ନାତି | ଭକ୍ତଙ୍କ ଅନୁଭୂତି JJ TV
1:08:16 · 6 views ·
-
ଆଜି(11-Oct 2026)ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV
0:52 · 212 views ·
-
ଆଜି(11-Oct) ମଙ୍ଗୁ ମଠରୁ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନ | Jay Jagannath TV
0:56 · 139 views ·
Recent Hits
-
ମଙ୍ଗଳ ଆଳତୀ ଦର୍ଶନ (11-Oct) | Today's Live Mangala Alati - Puri Jagannath Temple | Jay Jagannath Tv
8:10 · 5,268 views ·
-
ପବିତ୍ର ମହାଳୟାରେ ଶ୍ରୀନାରାୟଣଙ୍କ ମହୋଦଧି ବିଜେ: ଜାଣନ୍ତୁ ଏହି ଦିବ୍ୟ ନୀତିର ରହସ୍ୟ ଓ ମାହାତ୍ମ୍ୟ
41:15 · 3,764 views ·
-
Patakalagi Darshan(10-Oct)ଆଜି ହଳଦିଆ ରଙ୍ଗର ପତାକାଲାଗି | Jagannath Temple Dhwaja Paribarttan
8:46 · 3,180 views ·
All Reviews (0)
No reviews yet. Be the first to review this channel!
You Might Also Like
6,94,000 subscribers
8,65,000 subscribers
11,70,000 subscribers
29,70,000 subscribers
20,00,000 subscribers