Utkal Jhia Lahari

@utkaljhialaharivlog

Channel Statistics

Subscribers
9,07,000
Total views
1154029568
Videos
530
Community rating
Not rated

About Utkal Jhia Lahari

ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏 ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ କରୁଛି ☺️ ମୋ ନାଁ ଲହରି ଦଳେଇ, ମୋ ଘର ବାଲେଶ୍ୱର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 🙂❤️ ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏 ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ୱାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି ❤️ ଯଦି ଆପଣ ମୋ ଭିଡିଓକୁ ଦେଖିଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ଆମ ଚ୍ୟାନେଲ କୁ Please Subscribe କରିଦେବେ, ଯାହାଦ୍ୱାରା କି ଆମ ଭିଡିଓ ଓଡିଶାର ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିପାରିବ 🥰❤️ ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ଆମକୁ ସାହାଯ୍ୟ କରିବେ 🙏 ରହିଲି ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏 For Business Enquiry :- Email :- laharidaleibusiness@gmail.com

Explore More

About This Data

Channel statistics reflect the latest stored refresh, not a live feed or a guaranteed daily update.

Channel Snapshot

Typical video
<1 min
Uploads
~4/week
Typical recent views
~1M

Content Tags

General Audience Women Daily Vlog Family Vlog Storytelling Individual India Daily Lifestyle Family Vlogs Travel Women Lifestyle Culture Family Indian Travel Village Life Village Life Inspirational Relaxed Storytelling Calm Friendly Inspirational

Latest Videos

Recent Hits

All Reviews (0)

No reviews yet. Be the first to review this channel!

You Might Also Like

Featured in IndiTubeDb Lists

Featured in IndiTubeDb Guides

India creates. IndiTubeDb discovers.